File:Common Myna (ବଣି) 001.jpg
Original file (960 × 720 pixels, file size: 95 KB, MIME type: image/jpeg)
Captions
Summary edit
DescriptionCommon Myna (ବଣି) 001.jpg |
ଓଡ଼ିଆ: ବଣି ବା ସାଧାରଣତଃ ମଇନା ବା ଭାରତୀୟ ମଇନା ଭାବରେ ପରିଚିତ ଏହି ପକ୍ଷୀ ଦଳ ଦଳ ହୋଇ ବସବାସ କରନ୍ତି ଜନବସତି ନିକଟରେ ଏମାନେ ରହିବାର ଦେଖାଯାଏ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ସହରମାନଙ୍କରେ ମଧ୍ୟ ଏମାନେ ବହୁ ସଂଖ୍ୟାରେ ଦେଖା ଦେଇଥାନ୍ତି କୀଟପତଙ୍ଗ ସହିତ ବିଭିନ୍ନ ଗଛର ଫୁଲ ଓ ଫଳ ଏମାନେ ଆହାର ଭାବରେ ଗ୍ରହଣ କରନ୍ତି ଜନବସତି ନିକଟରେ ବସବାସ କରୁଥିବା ବଣିମାନେ ମନୁଷ୍ୟମାନେ ଫୋପାଡ଼ି ଦେଉଥିବା ଖାଦ୍ୟକୁ ଗ୍ରହଣ କରିଥାନ୍ତି
ଭାରତୀୟ ସଂସ୍କୃତିରେ ଏମାନଙ୍କର ନିଦର୍ଶନ ରହିଛି, ଉଭୟ ସଂସ୍କୃତ ଓ ପ୍ରାକୃତ ଭାଷାରେ ଲିପିବଦ୍ଧ ଅନେକ ଗ୍ରନ୍ଥରେ ମଧ୍ୟ ଏହି ପକ୍ଷୀମାନଙ୍କ ବିଷୟରେ ଉଲ୍ଲେଖ ରହିଛି ମଇନା ଶବ୍ଦ ହିନ୍ଦୀରୁ ଅଣାଯାଇଥିବା ବେଳେ ଏହା ସଂସ୍କୃତ ଶବ୍ଦ ମଦନରୁ ଉଦ୍ଧୃତ ବୋଲି ଜଣାଯାଏ ବଣିମାନଙ୍କ ସଂଖ୍ୟା ଦିନକୁ ଦିନ ବହୁଳମାତ୍ରାରେ ବୃଦ୍ଧିପାଉଥିବା ଦୃଷ୍ଟିରୁ ୨୦୦୦ ମସିହାରେ ଏହି ପକ୍ଷୀକୁ ବିଶ୍ବର ସବୁଠାରୁ ଦୃତବେଗରେ ବୃଦ୍ଧିପାଉଥିବା ପ୍ରଜାତି ବୋଲି ଘୋଷଣା କରାଯାଇଥିଲା ବିଶ୍ବର ସର୍ବୋଚ୍ଚ ମାନ୍ୟତା ପାଇଥିବା ଶହେ ପକ୍ଷୀମାନଙ୍କ ମଧ୍ୟରେ ଏହା ଉପରର ତିନି ମଧ୍ୟରେ ରହେ, ଯାହା ଜୈବବିବିଧତା, କୃଷିପ୍ରଣାଳୀ ଓ ମନୁଷ୍ୟର ବ୍ୟବହାରକୁ ନେଇ ପରିବର୍ତ୍ତନଶୀଳ ବୋଲି କୁହାଯାଏ କିନ୍ତୁ ଫସଲ ନଷ୍ଟ କରୁଥିବା ହେତୁ ଅଷ୍ଟ୍ରେଲିଆରେ ଏହି ପକ୍ଷୀକୁ ପରିବେଶପାଇଁ ହାନିକାରକ ବୋଲି କୁହାଯାଇଛି ସାଧାରଣତଃ ଏହା ସମତଳ ଭୁଇଁରେ ଘାସ ମଝିରେ ବୁଲିବୁଲି ଝିଣ୍ଟିକାମାରି ଖାଏ ଭୂମିଉପରେ ଚାଲିବା ସହ ଏହା ଡେଇଁ ଡେଇଁ ମଧ୍ୟ ଯାଏ ଏବଂ ବହୁଦୁର ପର୍ଯ୍ୟନ୍ତ ଉଡ଼ିଯାଇପାରେ |
Date | |
Source | Own work |
Author | Dr Jyoti Prasad Pattnaik |
Licensing edit
- You are free:
- to share – to copy, distribute and transmit the work
- to remix – to adapt the work
- Under the following conditions:
- attribution – You must give appropriate credit, provide a link to the license, and indicate if changes were made. You may do so in any reasonable manner, but not in any way that suggests the licensor endorses you or your use.
- share alike – If you remix, transform, or build upon the material, you must distribute your contributions under the same or compatible license as the original.
File history
Click on a date/time to view the file as it appeared at that time.
Date/Time | Thumbnail | Dimensions | User | Comment | |
---|---|---|---|---|---|
current | 20:04, 20 October 2014 | 960 × 720 (95 KB) | Aahwaan (talk | contribs) | User created page with UploadWizard |
You cannot overwrite this file.
File usage on Commons
There are no pages that use this file.
Metadata
This file contains additional information such as Exif metadata which may have been added by the digital camera, scanner, or software program used to create or digitize it. If the file has been modified from its original state, some details such as the timestamp may not fully reflect those of the original file. The timestamp is only as accurate as the clock in the camera, and it may be completely wrong.
Software used | Adobe Photoshop CS6 (Windows) |
---|